ଚଳନ୍ତା ବସ୍‌ରେ ଲାଗିଲା ନିଆଁ

ବ୍ରହ୍ମପୁରରୁ ଇଚ୍ଛାପୁର ଦେଇ ଖାରିଆଗୁଡ଼ା ଯାଉଥିବା ବସରେ ହଠାତ୍ ନିଆଁ ଲାଗିଯାଇଥିଲା।

ହେଲେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ନିରାପଦରେ ଓହ୍ଲାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes