ଚଳନ୍ତା ପିକଅପ୍‌ ଭ୍ୟାନରେ ଲାଗିଲା ନିଆଁ

କଟକ ବାରଙ୍ଗ ଥାନା ଗୋଡ଼ିସାହି ନିକଟ ରାସ୍ତାରେ ଚଳନ୍ତା ପିକଅପ୍‌ ଭ୍ୟାନରେ ନିଆଁ ଲାଗିଛି।

ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି। ପିକଅପ୍‌ଟି ଭୁବନେଶ୍ବରରୁ ଅନୁଗୁଳ ଯାଉଥିଲା। ନିଆଁ ଲାଗିବା ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ଡ୍ରାଇଭର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes