ଚଳନ୍ତା ଟ୍ରାକ୍ଟରରୁ ଚକ ବାହାରି ୨ ପଥଚାରିଙ୍କୁ ଚାପିଦେଲା

ରାୟଗଡ଼ା ଜିଲ୍ଲା ପଦ୍ମପୁର କେନ୍ଦୁଗୁଡ଼ା ନିକଟରେ ଏହି ଘଟଣା ଘଟିଛି।

ଚଳନ୍ତା ଟ୍ରାକ୍ଟରର ଆଗ ଚକ ବାହାରି ଯିବାରୁ ରାସ୍ତାରେ ୨ ପଥଚାରିଙ୍କୁ ଚାପିଦେଇଛି। ୨ ପଥଚାରିଙ୍କ ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije