ଚଳନ୍ତା ଆମ ବସ୍‌ ଇଞ୍ଜିନ୍‌ରୁ ବାହାରିଲା ଧୂଆଁ

ଆମ ବସଟି ପଟିଆ ଅଭିମୁଖେ ଯିବାବେଳେ ଇଞ୍ଜିନ୍‌ରୁ ବାହାରିଲା ଧୂଆଁ।ଧୂଆଁ ବାହାରିବାରୁ ଭୟଭୀତ ହୋଇ ଓହ୍ଲାଇ ପଡ଼ିଲେ ଯାତ୍ରୀ। ଇଞ୍ଜିନ୍ ବେଲ୍ଟ ଛିଣ୍ଡି ଯିବାରୁ ଧୂଆଁ ବାହାରୁଥିବା କହିଲେ ଡ୍ରାଇଭର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes