ପାରାଦୀପ ବନ୍ଦର ଲାଞ୍ଚ କାରବାର ମାମଲାରେ ଜେଲରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ତଥା ଓଏସଏଲ ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ଭଏସ ଟେଷ୍ଟ ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ ହୋଇଥିବା ଆବେଦନକୁ ଅଦାଲତ ଆଜି ଖାରଜ କରି ଦେଇଛନ୍ତି l
Credible Local News of Odisha