ଚମ୍ପୁଆ ରେଞ୍ଜର ଭାବେ ଯୋଗ ଦେଲେ ଅଜୟ ପଣ୍ଡା

ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା ଖଣି ଖାଦାନ ଭରା ଚମ୍ପୁଆ ରେଞ୍ଜ ର ରେଞ୍ଜର ଭାବେ ଯୋଗ ଦେଲେ ଅଜୟ ପଣ୍ଡା। ସେ ବଡ଼ବିଲ ରେଞ୍ଜ ଦାୟିତ୍ବରେ ମଧ୍ୟ ରହିବେ।

ଖଣି ଖାଦାନ ଅଞ୍ଚଳ ତଥା ଝାରଖଣ୍ଡ ସୀମାରେ ଏହି ଗୁରୁତ୍ୱପୂର୍ଣ୍ଣ ରେଞ୍ଜ ରହିଥିଲେ ହେଁ ରେଞ୍ଜ ପଦବୀ ଖାଲି ପଡିଥିବାରୁ ଉପଯୁକ୍ତ ତଦାରଖ ଅଭାବରୁ ଖଣି, ଜଙ୍ଗଲ ଚୋରି ସାଙ୍ଗକୁ ବନ୍ୟ ଜନ୍ତୁ ଶିକାର, ମୃତ୍ୟୁ ଆଦି ଘଟଣା ଯୋଗୁଁ ଚର୍ଚ୍ଚାର ବିଷୟ ହୋଇ ରହିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes