ଚମ୍ପାମାଳରେ ଫୁଟିଲା ବ୍ରହ୍ମ କମଳ

ସାଧାରଣତଃ ହିମାଳୟ ପର୍ବତମାଳାରେ ଦେଖାଯାଉଥିବା ବ୍ରହ୍ମ କମଳ ଫୁଲ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଚମ୍ପାମାଳ ନିବାସୀ ନରେନ୍ଦ୍ର ମହାରଣା ଓ ମନୋରମା ମହାରଣାଙ୍କ ବାସଭବନ ସମ୍ମୁଖରେ ଫୁଟିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes