ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ

ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ସିମ୍ ବକ୍ସ ଦ୍ବାରା ରାଜସ୍ବ କ୍ଷତି ଓ ସହ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା। ଅଭିଯୁକ୍ତମାନେ ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ୍ କଲ୍‌ରେ ପରିଣତ କରୁଥିଲେ।

ଧରାପଡ଼ିଥିବା ୨ ବ୍ୟକ୍ତି କେରଳର ହୋଇଥିବା ବେଳେ ସେମାନେ ଆସାମରୁ ସିମ୍‌ ଆଣିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes