ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ କରାଟେ କ୍ଲାସ୍ ଯାଇ ଆଉ ଘରକୁ ଫେରି ନ ଥିବା ସୂଚନା ମିଳିଛି। ନାବାଳକ ୪ ଦିନ ହେଲା ନିଖୋଜ ଅଛି। ପୁଲିସ ଏ ଯାଏଁ ଖୋଜି ପାଇନଥିବାରୁ ପୁଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମା’।
Credible Local News of Odisha