ଚଣ୍ଡୀ ମନ୍ଦିରର ବିକାଶ ପାଇଁ 70 କୋଟି ଟଙ୍କାର ସହାୟତା ଘୋଷଣା

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ହୋଇଥିବା ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ 70 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି l

ବର୍ଷକ ମଧ୍ୟରେ ଏହି ବିକାଶ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version