ଚଢ଼ାଉ କରି ରେଞ୍ଜର୍‌ଙ୍କ ୫ କୋଠା, ୯ ପ୍ଲଟ୍ ଠାବ

ରାୟଗଡ଼ା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରି ୫ କୋଠା, ୯ ପ୍ଲଟ୍ ଠାବ କଲା ଭିଜିଲାନ୍ସ।

ରେଞ୍ଜର୍‌ଙ୍କ କନ୍ଧମାଳ ଜିଲ୍ଲାରେ ୪ ଓ ବ୍ରହ୍ମପୁରରେ ଗୋଟିଏ କୋଠା ରହିଛି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ରେଞ୍ଜରଙ୍କ ଅଛି ୯ଟି ପ୍ଲଟ୍ ଏବଂ ବୀମା ଓ ବ୍ୟାଙ୍କ ଜମାର ତଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes