ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ନିୟମ କରିଥିବାରୁ ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ।
ଲୋକଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ହୋଇଥିଲା ଅଭିଯୋଗ।ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆକ୍ସନ ମୋଡ୍ରେ ରାଜସ୍ୱ ବିଭାଗ।୧୫ ଦିନ ଭିତରେ ନୋଟିସର ଜବାବ ଦେବାକୁ ହୋଇଛି ନିର୍ଦ୍ଦେଶ।