ଘର ସାମ୍ନାରେ ଗଛ ଡାଳ ପଡ଼ି ବୃଦ୍ଧ ମୃତ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପୁରୁଣା ବସନ୍ତ ଗାଁରେ ଏହି ଅଘଟଣ ଘଟିଛି।

ସକାଳେ ହୋଇଥିବା ପବନରେ ଗଛ ଡାଳ ପଡ଼ି ଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes