ବାଲେଶ୍ଵର ଜିଲ୍ଲା କୋଚିଆକୋଇଲି ଅରଡ଼ା ଗାଁରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।
ଅନଲାଇନ୍ ଗେମ୍ ସବୁବେଳେ ଖେଳୁଥିବା କହିଲେ ପରିବାର। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସୋର ଥାନା ପୁଲିସ ତଦନ୍ତ କରୁଛି।
Credible Local News of Odisha