ଘର କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ର ମୃତ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବୁଢ଼ାଖମଣ ଗାଁରେ ଅଘଟଣ ଘଟିଛି।

ରାତିରେ ଘରେ ଶୋଇଥିବା ବେଳେ ପଡ଼ି ଯାଇଥିଲା କାନ୍ଥ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes