ଘରୋଇ ବସ୍ ମାଲିକ ସଂଘ ବୈଠକ ପରେ ଘୋଷଣା କରିଛନ୍ତି। କାଲିଠାରୁ ଧର୍ମଘଟ ଡାକରା ଦେଇଥିଲା ବସ୍ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ୍ ସେବା ସଂପ୍ରସାରଣକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲେ।
Credible Local News of Odisha