ଘରୋଇ ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର

ତୈଳ ଦର ବୃଦ୍ଧି ପରେ ଘରୋଇ ବସ୍‌ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର। ଅର୍ଡିନାରୀ ବସ୍‌ କିଲୋମିଟର ପିଛା ୮୮ରୁ ୯୦ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ କିମି ପିଛା ୯୨ରୁ ୯୪ ପଇସାକୁ ବୃଦ୍ଧି ହୋଇଛି। ଡିଲକ୍ସ ୧ ଟଙ୍କା ୨୭ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ହୋଇଛି।

ସେହିପରି ଏସି ଡିଲକ୍ସ ଥିଲା ୧ ଟଙ୍କା ୫୫ ପଇସା, ୧ ଟଙ୍କା ୫୯ ପଇସା ହେଲା। ସୁପର ପ୍ରିମିୟମ କିମି ପିଛା ୬ ପଇସା ବଢ଼ି ହେଲା ୨ ଟଙ୍କା ୪୭ ପଇସା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes