ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ, ୪ ଆହତ

୫୭ନଂ ଜାତୀୟ ରାଜପଥ କରଡାକୋଠାରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ୪୦ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ବସ୍‌ଟି ଭୁବନେଶ୍ବରରୁ ଉଲୁଣ୍ଡା ଯାଉଥିବା ସୂଚନା ମିଳିଛି।ଆହତଙ୍କୁ ପୁରୁଣାକଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes