ଘରୋଇ ବସ୍‌କୁ ୯ ଲକ୍ଷ ୯୨ ହଜାର ଟଙ୍କାର ଜରିମାନା

ନିୟମ ଉଲ୍ଲଙ୍ଘନ କରିଥିବା ଏକ ଘରୋଇ ବସ୍‌କୁ ମୋଟା ଫାଇନ୍ ପକାଇଛି ଆର୍‌ଟିଓ। ଫିଟିନେସ୍, ପରମିଟ୍, ବକେୟା ସହ ଜରିମାନା ରାଶି ମିଶାଇ ୯ ଲକ୍ଷ ୯୨ ହଜାର ଫାଇନ୍ ପକାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes