ଘରେ ପଶି ମହିଳାଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ନୀଳଗିରି ବରହମପୁର ଥାନା ରାଇପାଳ ଗାଁରେ ଗୁଳିମାଡ଼ ଘଟଣା ଘଟିଛି।

ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes