ପାଟଣାଗଡ଼ ବେଲପଡ଼ା ଛକ ସ୍ଥିତ ଘରୁ ୧୦ ଭରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ଲୋକ ନୂଆଁଖାଇ ପାଇଁ ଗାଁକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଆଲମାରୀ ଭାଙ୍ଗି ୫୦ ହଜାର ଟଙ୍କା ସହ ୧୦ ଭରି ସୁନା ଚୋରି ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।
Credible Local News of Odisha