ଘନ କୁହୁଡି ବଳୟରେ ପାଟଣା ଅଂଚଳ, ଜନ ଜୀବନ ପ୍ରଭାବିତ

ଘନ କୁହୁଡି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ ପର୍ଯ୍ୟନ୍ତ ଯାନ ବାହାନ ଗମନା ଗମନରେ ବ୍ୟାଘାତ ସୃଷ୍ଟି ହୋଇଛି।

କୁହୁଡିର ପ୍ରଖର ପ୍ରଖରତା ପାଇଁ ୨ ଶହ ମିଟର ରାସ୍ତାପର୍ଯ୍ୟନ୍ତ ଦୃଶ୍ୟମାନ ହେଉନଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes