ଘନ କୁହୁଡ଼ି ନେଇ ସୋନପୁରକୁ ସତର୍କ ସୂଚନା ଜାରି

ଆଜି ରାତି ଓ କାଲି ସକାଳେ ସୋନପୁର ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବା ସମ୍ଭାବନା ରହିଛି ।

ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes