ଘଣ୍ଟାପଡା ପ୍ୟାକ୍ସରେ ଧାନମଣ୍ଡି ଶୁଭାରମ୍ଭ

ବୌଦ୍ଧ କଣ୍ଟାମାଳ ବ୍ଲକ ଘଣ୍ଟାପଡା ସେବା ସମବାୟ ସମିତିରେ ଆଜି ପୂଜାର୍ଚ୍ଚନା କରି ଧାନ କ୍ରିୟ କରାଯାଇଛି।

ଏହି ଅବସରରେ ସମ୍ପାଦକ କନକ ରଣା, ସଭାପତି ମାନୁ ରଣା , ଚାଷୀ ନେତା, ଆରଏମସି କର୍ମଚାରୀଙ୍କ ସହ ବିକ୍ରି ପାଇଁ ଆସିଥିବା ଚାଷୀମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes