ଘଟଗାଁ ରେଞ୍ଜକୁ ତିନି ବନ କର୍ମଚାରୀଙ୍କ ବଦଳି

ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ଜଙ୍ଗଲରେ ବାଘର ଉପସ୍ଥିତିକୁ ନେଇ ବନ ବିଭାଗ ତତ୍ପରତା ଦେଖାଇଛି।

ଉକ୍ତ ଘଟଣାକୁ ନେଇ ବନ ବିଭାଗ ୩ ଜଣ ବନ କର୍ମଚାରୀଙ୍କୁ ଘଟଣା ରେଞ୍ଜକୁ ବଦଳି କରିଥିବା ଜଣାପଡିଛି । ତନ୍ମଧ୍ୟରୁ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ବାଘ ନୀରିକ୍ଷଣ ଦାୟିତ୍ୱ ଦିଆଯାଇଛି । ଅନ୍ୟ ୨ଜଣ ହେଲେ ଖଗେଶ୍ୱର ଣାଉତ ଓ ମଧୁସ୍ମିତା ଦୋରା ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes