ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ୫ ଆହତ

ଯାଜପୁର ସଦର ଥାନା ନାଥ ସାହିରେ ଆଜି ସନ୍ଧ୍ୟାରେ ଜଣଙ୍କ ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ ହେବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି l

ନିଆଁ ଲିଭାଇବାକୁ ଉଦ୍ୟମ କରି ଏମାନେ ଆହତ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes