ଗ୍ୟାଲେକ୍ସି କପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ତରଭାର ହରିଶ ଓ ଦିନେଶ ଯୋଡ଼ି ବିଜୟୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଦ୍ଵିତୀୟ ଗ୍ୟାଲେକ୍ସି କପ୍ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓମପ୍ରକାଶ ଓ ରୁଦ୍ରପ୍ରକାଶଙ୍କ ଯୋଡ଼ି ସହ ହରି ଓ ଦିନେଶଙ୍କ ଯୋଡ଼ି ମଧରେ କଡ଼ା ଟକ୍କର ହୋଇଥିଲା । ତରଭାର ହରିଶ ଓ ଦିନେଶ ଯୋଡ଼ି ଏଥିରେ ବିଜୟୀ ହୋଇ ୨ୟ ଗ୍ୟାଲେକ୍ସି କପ ଚମ୍ପିଆନ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version