ଭୁବନେଶ୍ୱରର ଦୁର୍ଗାଚରଣ ବେହେରାଙ୍କ ଝିଅ ସ୍ମିତାରାଣୀ ବେହେରା ମାତ୍ର 1.5ସେଣ୍ଟିମିଟର ଲମ୍ବା ଛକ ଖଣ୍ଡରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗଢିବା ସହିତ ଅନାବଶ୍ୟକ ଜିନିଷ ତଥା ଧୂପକାଠି ଏବଂ କାଠବୋର୍ଡ ସାହାଯ୍ୟରେ ନନ୍ଦିଘୋଷ ରଥ ନିର୍ମାଣ କରି ଗ୍ରେଟ ଇଣ୍ଡିଆନ ବୁକ ଅପ ରେକର୍ଡସରେ ସ୍ଥାନ ପାଇଛନ୍ତି l
ଏହା ପୂର୍ଵରୁ ମଧ୍ୟ ସ୍ମିତାରାଣୀ ବିଭିନ୍ନ କ୍ଷୁଦ୍ର କ୍ଷୁଦ୍ର କଳାକୃତି କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି l