ଗ୍ରୁପ ଏ’ ଓ ବି’ ବର୍ଗ ସରକାରୀ କର୍ମଚାରୀଙ୍କ ସେଲ୍ଫ ଆପ୍ରାଇଜାଲ୍‌ ଅବଧି ବୃଦ୍ଧି

ସେଲ୍ଫ ଆପ୍ରାଇଜାଲ୍‌ ଅବଧି ବୃଦ୍ଧି ନେଇ ସାଧାରଣ ପ୍ରଶାସନ ବିଭାଗ ଚିଠି କରିଛି। ବର୍ଦ୍ଧିତ ଅବଧିରେ HRMS ପୋର୍ଟାଲରେ ଅପଲୋଡ୍‌ ପାଇଁ ନିର୍ଦ୍ଦେଶ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes