ଗ୍ରାହକଙ୍କ ଠାରୁ ନକଲି ନୋଟ୍ ଜବତ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲାଠୋର ପିପଲବାହାଲରେ ଜଣେ ଗ୍ରାହକ ଦେଇଥିବା ଟଙ୍କାରେ ଦୋକାନୀଙ୍କ ସନ୍ଦେହ ହୋଇଥିଲା।

ଏହା ପରେ ସଂପୃକ୍ତ ଗ୍ରାହକଙ୍କ ଠାରୁ ୬ ହଜାର ଟଙ୍କା ନକଲି ନୋଟ୍ ଜବତ ହୋଇଛି। ସଂପୃକ୍ତ ଗ୍ରାହକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes