କଟକ ମହତାବ ରୋଡ୍ରେ ଥିବା ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ମାଡ଼ ମାରିଛନ୍ତି। ଜଣେ ଗ୍ରାହକ ଏଡି କୋଡ୍ ପାଇଁ ବାରମ୍ବାର ଦଉଡ଼ି ନିରାଶ ହୋଇଥିଲେ। ମ୍ୟାନେଜରଙ୍କ ପାଖେ ଅଭିଯୋଗ କଲାପରେ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି। ବାଦାମବାଡି ଥାନାରେ ଏତଲା ପରେ ସିସିଟିଭି ଫୁଟେଜ୍ ଜବତ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।