ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠାତା ସ୍ବର୍ଗତ ଗୌରୀଶ୍ୟାମ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ତାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଉପ ସଭାପତି ପଦ୍ମିନୀ ବକ୍ସ଼ୀଙ୍କ ଅଧକ୍ଷତା ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବର୍ଣ୍ଣପୁର ଗୋବିନ୍ଦ ଷଡ଼ଙ୍ଗୀ, ପୂର୍ବତନ ସଭାପତି ସତ୍ୟନାରାୟଣ ହୋତା, ବୋର୍ଡ ସଦସ୍ୟ ହରିପ୍ରିୟା ପାଣିଗ୍ରାହୀ, ଅଞ୍ଜଳି ନେଗୀ, ସୌଦାଗର ପାତ୍ର, ରଂଜିତା ସାହୁଙ୍କ ସମେତ ସମସ୍ତ କର୍ମଚାରୀ, ଉପସ୍ଥିତଥିଲେ।