ଗୋ ମାଫିଆଙ୍କ ଘରୁ ମିଳିଲାଣି ୫୦ଲକ୍ଷ

୩ଜିଲ୍ଲାରେ ଗୋ-ମାଫିଆଙ୍କ ଘରେ ପୋଲିସ ଚଢ଼ାଉ କରି ୫୦ଲକ୍ଷ ଜବତ କରିଥିବା ପ୍ରେସମିଟ୍‌ରେ ପୂର୍ବାଞ୍ଚଳ DIG ପିନାକ ମିଶ୍ର ସୂଚନା ଦେଇଛନ୍ତି।

ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜର ୩୨ଟି ସ୍ଥାନରେ ଚାଲିଛି ଚଢ଼ାଉ। ଏଯାଏଁ ନଗଦ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes