ବିଜେପି ନେତା ଗୋଲକ ମହାପାତ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରଦ୍ଦ କଲେ ହାଇକୋର୍ଟ। କୋଇଲା ବଣ୍ଟନରେ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ କହିଛନ୍ତି।
ଏନେଇ ୨୦୧୦ରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ମାମଲା ରୁଜୁର ୯ ବର୍ଷ ପରେ ଚାର୍ଜଫ୍ରେମ ହୋଇଥିଲା।
Credible Local News of Odisha