କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ନିକଟରେ ଆଜି ଭୋର୍ ସକାଳେ ଜାତୀୟ ରାଜପଥ ୪୯ରେ ଏକ ଲାଇନ୍ ଟ୍ରକ୍ ସହିତ ଏକ ଗୋରୁ ବୋଝେଇ ଟ୍ରକ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଦୁର୍ଘଟଣା ବହୁ ଗୋରୁ ମୃତାହତ ହୋଇଥିବା ଜଣାପଡିଛି।