ବଲାଙ୍ଗୀରରେ ଗୋବିନ୍ଦ ସାହୁଙ୍କ ପୋଷ୍ଟମର୍ଟମ ଶେଷ ହୋଇଥିବା ବେଳେ
ପୋଷ୍ଟମର୍ଟମ ପରେ କେହି ମୃତଦେହ ଗ୍ରହଣ କରୁ ନାହାନ୍ତି।
ମୃତଦେହକୁ ମହାଲିଙ୍ଗ ନେବାକୁ ଉପସ୍ଥିତ ସଂପର୍କୀୟ ଦାବି କରିଥିବା ବେଳେ ମୃତଦେହ କେହି ଗ୍ରହଣ କରୁନଥିବାରୁ ଦ୍ୱନ୍ଦ୍ୱରେ ରହିଛି ପୁଲିସ୍।
Credible Local News of Odisha