ଗୋପ-ପୁରୀ ମୁଖ୍ୟ ରାସ୍ତାରେ ୩ ଫୁଟର ପାଣି

ଗୋପ-ପୁରୀ ମୁଖ୍ୟରାସ୍ତାର ଷୋଳପୁର ନିକଟରେ ୩ ଫୁଟର ପାଣି ଚାଲିଥିବାରୁ ଗୋପରୁ ପୁରୀକୁ ଗମନାଗମନ ବ୍ୟାହତ ହୋଇଛି।

କୁଶଭଦ୍ରା ନଦୀବନ୍ଧର ଖଣ୍ଡିଆକୁଦ ନିକଟରେ ଘାଇ ଯୋଗୁଁ ବଢୁଛି ବନ୍ୟାପାଣି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes