ଗୋପାଳପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ପାଳିତ

ଗଞ୍ଜାମ ଜିଲ୍ଲା ଗୋପାଳପୁରସ୍ଥିତ ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପରେ ଆଜି ତିନି ଠାକୁରଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା।

ସେଠାରେ ବିଭିନ୍ନ ଔଷଧୀୟ ଓ ଥଣ୍ଡା ଜାତୀୟ ଦ୍ରବ୍ୟ ପାଣିରେ ମିଶାଇ ୧୦୮ କଳସରେ ତିନି ଠାକୁରଙ୍କୁ ସ୍ନାନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version