ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଗୋଧନେଶ୍ଵର ଠାରେ ଆଜି ମହା ଆଡ଼ମ୍ବରରେ ଗଣେଷ ପୂଜା ପାଲିତ ହୋଇଯାଇଛି। ଏଥିରେ ପୂଜକ ନିତ୍ୟାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଅକ୍ଷୟ କୁମାର ବିଶି କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି।

Credible Local News of Odisha