ଗୋଟିଏ ଜମିକୁ ଦୁଇ ଥର ବିକ୍ରି ମାମଲା, ରଦ୍ଦ କଲେ ସବ ରେଜିଷ୍ଟ୍ରାର

କେନ୍ଦୁଝର ବଡହଳ ମୌଜାରେ ପାଞ୍ଚ ଡିସିମିଲ ଜମିକୁ ଦଶ ଡିସିମିଲ ଜମି ଦର୍ଶାଇ ବିକ୍ରି ଘଟଣାରେ ଜମି ପଟ୍ଟାକୁ ସବ ରେଜଷ୍ଟ୍ରାର, କେନ୍ଦୁଝର ବାତିଲ କରିଦେଇଛନ୍ତି।

ଭୁଲ କ୍ରମେ ହୋଇଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।କୁମୁଦିନୀ ବାରିକଙ୍କ ଜିଲାପାଳଙ୍କ ନିକଟରେ ଅଭିଯୋଗ କ୍ରମେ ବିଭିନ୍ନ ଗଣ ମାଧ୍ୟମରେ ଖବର ବାହାରିବା ପରେ ପ୍ରଶାସନ ତତ୍ପର ହୋଇ ପଟ୍ଟା ବାତିଲ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version