ରାଜସ୍ୱ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସ୍ରେ ରହିଲେ ବଦଳି ଅନିବାର୍ଯ୍ୟ। ଜୁନ୍ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
Credible Local News of Odisha