ଗୋଟିଏ ଅକ୍ସିଜେନ୍‌ ୨ ଶିଶୁଙ୍କୁ ଦିଆଯିବା ଘଟଣାରେ ରିପୋର୍ଟ ମାଗିଲା ଆରଡିସି

MKCGରେ ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣାରେ ଦକ୍ଷିଣାଞ୍ଚଳ ଆରଡିସି ରିପୋର୍ଟ ମାଗିଛି।

ସୋସିଆଲ୍‌ ମିଡିଆର ଏକ ପୋଷ୍ଟକୁ ନେଇ ରିପୋର୍ଟ ତଲବ କରିବା ସହ ତୁରନ୍ତ ଏନେଇ RDCଙ୍କୁ ରିପୋର୍ଟ ପାଇଁ ସଚିବ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes