ଗୃହରେ ଆଗତ ହେଲା ୨୦୨୨-୨୩ ଅତିରିକ୍ତ ବଜେଟ୍

୧୬ ହଜାର ୮ଶହ କୋଟିର ଅତିରିକ୍ତ ବଜେଟ ଆଗତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ।

ଅର୍ଥମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାରରେ ଥିବାରୁ ଅତିରିକ୍ତ ବଜେଟ ଆଗତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes