ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ଆଜି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପରିଦର୍ଶନରେ ଆସି ନିର୍ମାଣ ଚାଲିଥିବା ପ୍ରତିମୂର୍ତ୍ତି,ବିଭିନ୍ନ ପ୍ରକାର କାର୍ଯ୍ୟର ତଦାରକ କରିଥିଲେ ।

ମନ୍ତ୍ରୀଙ୍କ ସହ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁଧୀରା ମେହେର,ବ୍ଳକ ଅଧ୍ୟକ୍ଷା ସବିତା ମେହେର ପ୍ରମୁଖ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes