ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଅନୁସରଣ କରିବାକୁ ବିଭାଗର ଏସିଏସ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଞ୍ଚ ବେଳେ ‘ଭେହିକିଲ୍ ପୁଲିଂ’ ବା ‘ରାଇଡ୍ ସେୟାରିଂ’ କରିବାକୁ ପରାମର୍ଶ ଦେଇଛନ୍ତି ଉଷା ପାଢ଼ୀ।
ସ୍ବଳ୍ପ ଦୂରତା, ବ୍ୟକ୍ତିଗତ ସୁବିଧା ପାଇଁ ସରକାରୀ ଯାନବାହାନ ବ୍ୟବହାର ମନା କରିଛନ୍ତି।