ଗୁଳୁଣ୍ଡା ପ୍ରିମୀୟର ଲିଗ,୧ ରନରେ ଜିତିଲା ପାୱାର ହିଟର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଗୁଲୁଣ୍ଡା ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ପ୍ରୀମିୟରର ଆଜି ସକାଳେ ଅନୁଷ୍ଠିତ ମ୍ୟାଚରେ ଏସକେ ରେଡ୍ ୱାରିଅରକୁ ୧ ରନରେ ପରାସ୍ତ କରି ପାୱାର ହିଟର ଚମତ୍କାର ବିଜୟ ହୋଇ ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସ୍ବେଚ୍ଛାସେବୀ ମଧୁସୂଦନ ଖେତୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version