ଗୁଳି ବିଦ୍ଧ ଦନ୍ତା ହାତୀର ଅବସ୍ଥା ଅଧିକ ଗୁରୁତର

କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ବାରସିଂହା ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସା ବନ ବିଭାଗ କର୍ମଚାରୀ ମାନେ ଜାରି ରଖିଛନ୍ତି l ତେବେ ହାତୀଟି ଆଜି ଅଧିକ ଅସୁସ୍ଥ ହୋଇ ପଡି ଖାଦ୍ୟ ଗ୍ରହଣ କରୁନଥିବା କହିଛନ୍ତି ଜଣେ ଅଧିକାରୀ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version