ଗୁପ୍ତଚରବୃତ୍ତି ମାମଲାରେ ଅଭିଯୁକ୍ତଙ୍କ ଉପରୁ ତିନୋଟି ଦଫା ହଟିଲା

ଚାନ୍ଦିପୁର ଆଇଟିଆର ଗୁପ୍ତଚରବୃତ୍ତି ମାମଲାରେ ଆବଶ୍ୟକ ଦସ୍ତାବିଜ ଅଭାବରୁ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଉପରୁ ତିନୋଟି ଦଫା ହଟାଯାଇଥିବା ସେମାନଙ୍କ ଓକିଲ ଆଜି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes