ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତି ବିଳମ୍ବରେ ସଂପନ୍ନ June 25, 2023 by Odisha ପୁରୀ ଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ନୀତି ମଧ୍ୟ ବିଳମ୍ବ ହୋଇଛି।