ଗୁଣ୍ଡିଚା ମନ୍ଦିରରେ ଅନୁ ଗର୍ଗ July 1, 2025 by Odisha ପୁରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ।ଥଯାତ୍ରା ଦଳାଚକଟା ଘଟଣାର ତଦନ୍ତ କରୁଛନ୍ତି ଅନୁ।